Khabriya News App.

Bailey Fry

Upload Video
Log out

ସମ୍ବଲପୁର ଧନକୌଡା ବ୍ଲକ କର୍ଡୋଲା ରେ ୨ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ------ 'ବରଗଡ଼ ଯୁନାଇଟେଡ ଚାମ୍ପିଆନ' ଚାମ୍ପିଆନଦଳକୁ ୨୮ହଜାର ଓ ରନର୍ସ ଦଳକୁ ୨୨ହଜାର ସହ ଟ୍ରଫି ପ୍ରଦାନ

307 views
2Watch Time: 0 sec

ସମ୍ବଲପୁର ଧନକୌଡା ବ୍ଲକ କର୍ଡୋଲା ଗ୍ରାମରେ ୩ ବି କ୍ଲବ ଏଥେଲେଟିକ ଏସୋସିଏସନ ଆନୁକୂଲ୍ୟରେ ୧୬ଟି ଦଳକୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇଥିବା ବେଳେ, ବରଗଡ଼ ୟୁନାଇଟେଡ ଦଳ ଚାରଭାଟି ଦଳ କୁ ଟ୍ରାଇବ୍ରେକର ମାଧ୍ୟମ ରେ ୪-0 ଗୋଲ ରେ ହରାଇ ଚାମ୍ପିଆନ ହୋଇଥିଲା l

About:

Video Location : Chipilima

Duration : 01:33 mins

Date Time : September 19th 2021, 12:51:05 pm

Khabriya News App.