Khabriya News App.

Bailey Fry

Upload Video
Log out

କୁଚିଣ୍ଡାରେ ରଥଯାତ୍ରା ଧୁମଧାମରେ ପାଳିତ

23 views
4Watch Time: 0 sec

କୁଚିଣ୍ଡାରେ ରଥଯାତ୍ରା ଧୁମଧାମରେ ପାଳିତ ହୋଇଯାଇଛି।କୁଚିଣ୍ଡା ସହର ମନ୍ଦିର ଛକ ଠାରେ ଥିବା ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା।ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ହୋଇଥିଲେ।

About:

Video Location : ଭାରତ

Duration : 01:33 mins

Date Time : July 2nd 2022, 4:06:06 pm

Khabriya News App.