Khabriya News App.

Bailey Fry

Upload Video
Log out

ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବୌଦ୍ଧ ଓ କଣ୍ଟାମାଲ ଠାରେ ମୋଦି-ଆଦାନୀ ଆର୍ଥିକ ସ୍କlମ ବିରୁଦ୍ଧରେ ବିଧିବଦ୍ଧ ଭାବରେ ତଦନ୍ତ କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ

9 views
1Watch Time: 10 sec

LIC ଓ SBI କର୍ଯ୍ୟାଳୟ ଠାରରେ ବିକ୍ଷୋଭ କରାଯାଇ ଥିଲା । ବୌଦ୍ଧ କରଯାଇଥିବା ବିକ୍ଷୋଭରେ AICC ସଦସ୍ୟ ବିସମୟ ମହାପତ୍ର ଜୋଗଦେଇଥିଲେ, କଣ୍ଟାମାଲ ଠାରେ PCC ସଦସ୍ୟ ବିଧାୟକ ପ୍ରାଥି ପ୍ରଶାନ୍ତ ସାହୁ ନେତୃତ୍ୱ ନେଇଥିଲେ ।

About:

Video Location : Sarasara

Duration : 01:48 mins

Date Time : March 9th 2023, 5:30:22 pm

Khabriya News App.