Khabriya News App.

Bailey Fry

Upload Video
Log out

କୁଚିଣ୍ଡାରେ ମାସ୍କ ଚେକିଙ୍ଗ କଡାକଡି

136 views
0Watch Time: 0 sec

କୁଚିଣ୍ଡା ଅଚଂଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ସେଥିପାଇଁ କୁଚିଣ୍ଡା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେଇଛନ୍ତି। ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କୁଚିଣ୍ଡାରେ ମାସ୍କ ଚେକିଙ୍ଗ କଡାକଡି କରିଛି । ସନ୍ଧ୍ୟାରେ ବସଷ୍ଟାଣ୍ଡ ଠାରେ ପୋଲିସ ମାସ୍କ ଚେକିଙ୍ଗକୁ ଜୋରଦାର କରିଛି ।ଯେଉଁ ଅମାନିଆ ଲୋକ ମାସ୍କ ପିନ୍ଧି ନ ଥିଲେ ତାଙ୍କ ଠାରୁ ଫାଇନ ଆଦାୟ କରିଥିଲେ।

About:

Video Location : Kuchinda

Duration : 01:33 mins

Date Time : April 12th 2021, 2:54:49 pm

Khabriya News App.