ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସିମୁଳିଆ ମହାବିଦ୍ୟାଳୟ ସମ୍ମୁଖରେ ଏକ କୁକୁଡ଼ା ବୋଝେଇ ଟ୍ରକ ଷଣ୍ଢକୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ଓଲଟିଲା। ଅଳ୍ପକେ ଡ୍ରାଇଭର ଓ ହେଲ୍ପର ବର୍ତ୍ତିଲେ ।
Video Location : Balikana
Duration : 01:33 mins
Date Time : September 5th 2021, 6:33:06 pm