Khabriya News App.

Bailey Fry

Upload Video
Log out

ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସିମୁଳିଆ ମହାବିଦ୍ୟାଳୟ ସମ୍ମୁଖରେ ଏକ କୁକୁଡ଼ା ବୋଝେଇ ଟ୍ରକ ଷଣ୍ଢକୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ଓଲଟିଲା।

329 views
95% 1

ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସିମୁଳିଆ ମହାବିଦ୍ୟାଳୟ ସମ୍ମୁଖରେ ଏକ କୁକୁଡ଼ା ବୋଝେଇ ଟ୍ରକ ଷଣ୍ଢକୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ଓଲଟିଲା। ଅଳ୍ପକେ ଡ୍ରାଇଭର ଓ ହେଲ୍ପର ବର୍ତ୍ତିଲେ ।

About:

Video Location : Balikana

Duration : 01:33 mins

Date Time : September 5th 2021, 6:33:06 pm

Khabriya News App.