Khabriya News App.

Bailey Fry

Upload Video
Log out

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ପଞ୍ଚୁପାଲି ଗ୍ରାମରେ ସରକାରୀ ଜମିରୁ ରାତିରେ ବେଆଇନ୍ ବାଲିଉତ୍ତୋଳନ କୁ ନେଇ ବାଲିମାଫିଆ ଓ ଗ୍ରାମବାସୀ ମୁହାଁ ମୁହିଁ

79 views
0Watch Time: 0 sec

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ପଞ୍ଚୁପାଲି ଗ୍ରାମରେ ସରକାରୀ ଜମିରୁ ରାତିରେ ବେଆଇନ୍ ଭାବରେ ବାଲିଉତ୍ତୋଳନ କୁ ନେଇ ଗ୍ରାମବାସୀ ଓ ବାଲିମାଫିଆଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି।ବାଲି ଚୋରା ଚାଲାଣ ଯୋଗୁଁ ସରକାର ରାଜସ୍ବ ହରାଉଥିବା ବେଳେ ବାଲିଆପାଳ ତହସିଲଦାର ନୀରବ ଦ୍ରଷ୍ଟା ସାଜିଛନ୍ତି ।

About:

Video Location : Jaleswar

Duration : 01:33 mins

Date Time : September 13th 2021, 1:57:06 pm

Khabriya News App.