Khabriya News App.

Bailey Fry

Upload Video
Log out

ଗୋପବନ୍ଧୁନଗର ବ୍ଳକରେ ଗଡ଼ିଲା ଅହିଂସା ରଥ।

11 views
2Watch Time: 30 sec

ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଳକ ଅଧିନ ବିଭିନ୍ନ ପଞ୍ଚାୟତରେ ଗଡ଼ିଲା ଅହିଂସା ରଥ। ଏହି ରଥ ବିଭିନ୍ନ ପଞ୍ଚାୟତ ପରିକ୍ରମା କରି ମହାତ୍ମା ଗାନ୍ଧୀଙ୍କ ଅହିଂସା ମନ୍ତ୍ରର ପ୍ରଚାର କରିବା ସହ ପ୍ରେମର ବାର୍ତ୍ତା ବାଣ୍ଟିଛି।ତେବେ ରଥଟିକୁ ବ୍ଳକର ବିଭିନ୍ନ ପଞ୍ଚାୟତରେ ଭାବ୍ୟ ସମ୍ବର୍ଦ୍ଧନା ଜଣାଯାଇଛି।

About:

Video Location : Baripada

Duration : 00:33 mins

Date Time : September 13th 2022, 6:42:55 am

Khabriya News App.