Khabriya News App.

Bailey Fry

Upload Video
Log out

ଆଗକୁ ପଞ୍ଚାୟତ ନିର୍ବାଚନ---- କର୍ଡୋଲା ପଞ୍ଚାୟତ ଚିପିଲିମାରେ ବିଜେଡିର କର୍ମୀ ସମ୍ମିଳନୀ, ସଂଘଠନ କୁ ଅଧିକ ମଜଭୁତ କରିବାକୁ ନେତାଙ୍କ ଆହ୍ବାନ

58 views
2Watch Time: 0 sec

ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଦ୍ରୁଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ଧନକୌଡା ବ୍ଲକ କର୍ଡୋଲା ପଞ୍ଚାୟତ ଚିପିଲିମା ରେ ଏକ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଥିବାବେଳେ, ସଂଘଠନ କୁ ଅଧିକ ମଜଭୁତ କରିବାକୁ ନେତା ମାନେ ପରାମର୍ଶ ଦେଇଛନ୍ତି

About:

Video Location : Andharipali

Duration : 01:33 mins

Date Time : October 11th 2021, 5:27:06 pm

Khabriya News App.