Khabriya News App.

Bailey Fry

Upload Video
Log out

ବାଲେଶ୍ଵର: ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତର ବରିଷ୍ଠ ବିଜେପି ନେତା ଶଙ୍କର୍ଷଣ ମାଝୀ ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେପି ଦଳ ଛାଡ଼ି ବିଜେଡ଼ିରେ ମିଶିଲେ।

42 views
0Watch Time: 0 sec

ବାଲେଶ୍ଵର: ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତର ବରିଷ୍ଠ ବିଜେପି ନେତା ଶଙ୍କର୍ଷଣ ମାଝୀ ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେପି ଦଳ ଛାଡ଼ି ବିଜେଡ଼ିରେ ମିଶିଲେ। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଉପସ୍ଥିତରେ ଶ୍ରୀ ମାଝୀ ତାଙ୍କର ସମର୍ଥକଙ୍କ ସହ ବିଜେଡ଼ିର ସାମିଲ।

About:

Video Location : Balasore

Duration : 01:33 mins

Date Time : August 21st 2021, 6:36:05 pm

Khabriya News App.