ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଗୌଡ଼ଗାଡ଼ ରେ କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି ଶ୍ରୀରାମାନବମୀ |ଏଥିପାଇଁ ବ୍ରତାଧାରୀମାନେ ନିଷ୍ଠା କାଷ୍ଠା ର ସହିତ ପୂଜାର୍ଚନା କରାଯାଇଥିଲେ |ଚଳିତ ବର୍ଷ କରୋନା ପାଇଁ ଶ୍ରୀରାମନବମୀ ଲୀଳାନାଟକ ପରିବେଷଣ କୁ ବାତିଲ କରାଯାଇଛି |
Video Location : India
Duration : 01:33 mins
Date Time : April 25th 2021, 2:49:25 am