ଡୁଙ୍ଗୁରିପାଲି ବ୍ଲକ କୁଷ୍ଟା ଶ୍ରମ ରେ ସେବା ଫାଉଣ୍ଡେସନ ପକ୍ଷରୁ ଅନ୍ତେବାସୀ ଙ୍କ ସହ ନୂଆଁଖାଇ ପାଳନ କରାଯାଇଛି । ଅନ୍ତେବାସୀ ଙ୍କୁ ଡାଲି ,ଚାଉଳ, ସାବୁନ ଓ ଶାଢ଼ୀ ଆଦି ବଣ୍ଟନ କରାଯାଇଛି ।
Video Location : Mundoghat
Duration : 01:33 mins
Date Time : September 11th 2021, 3:54:06 pm