Khabriya News App.

Bailey Fry

Upload Video
Log out

ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ଙ୍କୁ ତିନିଚକିଆ ସାଇକେଲ ପ୍ରଦାନ

136 views
1Watch Time: 0 sec

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଭିନ୍ନକ୍ଷମ ଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି |ବୀରମହାରାଜପୁର ବିଡ଼ିଓ ମୋତିଲାଲ ସୁଲିଆ, ବିଏସଏସଓ ଖିରୋଦ ଭୂଷଣ ରାୟ ସାଇକେଲ ବଣ୍ଟନ ବେଳେ ଉପସ୍ଥିତି ରହି ସାଇକେଲ ବଣ୍ଟନ କରିଥିଲେ |ଅମରପାଲି ଗ୍ରାମର ଶ୍ରୀବତ୍ସ ବେହେରା ଜଣେ ଭିନ୍ନକ୍ଷମ ହୋଇଥିବାବେଳେ ତାଙ୍କର ଏକମାତ୍ର ପୁତ୍ର ଆଜୀବନ କାରାଦଣ୍ଡ ରେ ଅଛନ୍ତି |ସେ ଦୀର୍ଘ ଦିନ ହେଲା ଗୋଟିଏ ତିନିଚକିଆ ସାଇକେଲ ପାଇଁ ଆବେଦନ କରିଥିଲେ

About:

Video Location : India

Duration : 01:33 mins

Date Time : April 25th 2021, 3:32:35 am

Khabriya News App.