Khabriya News App.

Bailey Fry

Upload Video
Log out

ପି ଏମ ଶ୍ରୀ ନବୋଦୟ ବିଦ୍ୟାଳୟ ଭଦ୍ରକ ରେ ଫୁଟ ବଲ୍ ଫର ସ୍କୁଲ୍ ଅନୁଯାଇ ବିଭିନ୍ନ ସ୍କୁଲ୍ କୁ ଫୁଟବଲ ବଣ୍ଟନ।

0 views
0Watch Time: 0 sec

ପି ଏମ ଶ୍ରୀ ନବୋଦୟ ବିଦ୍ୟାଳୟ ଭଦ୍ରକ ରେ ଫୁଟବଲ୍ ଫର ସ୍କୁଲ୍ କାର୍ଯ୍ୟ କ୍ରମ ଅନୁଯାୟୀ ଫୁଟବଲ ବିତରଣ କରାଯାଇ ଥିଲା। ଏହା କେନ୍ଦ୍ର ସରକାର ଙ୍କ ଖେଲୋ ଇଣ୍ଡିଆ ର ଏକ ଅଂଶ ଅଟେ ।ଏବଂ ବିଭିନ୍ନ ସ୍କୁଲ୍ କୁ ଫୁଟବଲ ବଣ୍ଟନ କରି ଏକ ଫୁଟବଲ ବାତା ବରଣ ତିଆରି କରିବା ହେଲା ଏହାର ଉଦ୍ଦେଶ୍ୟ

About:

Video Location : Krushnapur

Duration : 00:22 mins

Date Time : February 9th 2024, 11:00:11 am

Khabriya News App.