Khabriya News App.

Bailey Fry

Upload Video
Log out

କୁନ୍ତରା ମହାବିଦ୍ୟାଳୟର କରୋନା ସଚେତନତା ଓ ନିଶା ନିବାରଣ କାର୍ଯ୍ୟକ୍ରମ

206 views
0Watch Time: 0 sec

କୁଚିଣ୍ଡା ବ୍ଲକ ଗୋକୁଳ ପାର୍ବତୀ ଗ୍ରାମ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁର୍ଯ୍ୟୋଧନ ମେହେରଙ୍କ ତତ୍ତ୍ଵାବଧାନରେ ଜାତୀୟ ସେବା ଯୋଜନାର ମହିଳା ବିଭାଗର ଛାତ୍ର ଛାତ୍ରୀ, ପଣ୍ଡରି ପଥର ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ କ ନେଇ ନିଶା ‌ନିବାରଣ,କରୋନା ସଚେତନତା ଶୋଭାଯାତ୍ରା ଏବଂ ମାସ୍କ ବଣ୍ଟନ ହୋଇଥିଲା। ପଣ୍ଡରି ପଥର ଗ୍ରାମ , ଆଦିବାସୀ ପଡା‌, କୋଲହ ପଡା ତଥା ପଣ୍ଡରି ପଥର ଛକଦେଇ ଗ୍ରାମ ପରିକ୍ରମା କରାଯାଇଥିଲା । ଶେଷରେ ଏକ ସଭା ଆୟୋଜନ ହୋଇଥିଲା ।ଗ୍ରାମର ମହିଳା ମାନଙ୍କୁ ନିଶା ନିବାରଣ ତଥା କରୋନା ଉପରେ ସଚେତନତା କରାଯାଇଥିଲା ।

About:

Video Location : Kuchinda

Duration : 01:33 mins

Date Time : April 11th 2021, 3:43:33 am

Khabriya News App.