ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଠାରେ ଜାତୀୟ କ୍ରୀଡା ଦିବସ ପାଳିତ। ଏହି ଅବସରରେ ସର୍ବ ଭାରତୀୟ ମାରୱାଡ଼ି ୟୁବ ମଞ୍ଚ ଅୱାହାନରେ ଡୁଙ୍ଗୁରିପାଲି ମାରୱାଡ଼ି ଯୁବା ମଞ୍ଚ ତରଫରୁ ରାଷ୍ଟ୍ରୀୟ କ୍ରୀଡା ଦିବସ ଉପଲକ୍ଷେ ସାଇକେଲ ମାରାଥନ ଆୟୋଜିତ ହୋଇ ଯାଇଛି ।
Video Location : Sonepur
Duration : 01:33 mins
Date Time : August 29th 2021, 12:00:08 pm