Khabriya News App.

Bailey Fry

Upload Video
Log out

ବୌଦ୍ଧ ଜିଲ୍ଲାର ଆରକ୍ଷଅଧ୍ୟକ୍ଷ ହେଲେ ରାଜ ପ୍ରସାଦ । ଶ୍ରୀ ପ୍ରସାଦ ଆଗରୁ ରାୟଗଡା ଜିଲ୍ଲାର ଅତିରିକ୍ତ ଆରକ୍ଷଅଧ୍ୟକ୍ଷ ଥିଲେ , ପୂର୍ବତନ ଆରକ୍ଷଅଧ୍ୟକ୍ଷ ପ୍ରହ୍ଲାଦ ସାୟ ମୀମା ବଦଳି।

75 views
2Watch Time: 25 mins +

ପ୍ରହ୍ଲାଦ ସାୟ ମିନା ହେଲେ ବରଗଡ଼ ଜିଲ୍ଲାର ଆରକ୍ଷଅଧ୍ୟକ୍ଷ ଯାହାକି IPS ସ୍ତରରେ ଅଦଳ ବଦଳ, ପୂର୍ବତନ ସ୍ୱାସ୍ତ୍ୟମନ୍ତ୍ରୀଙ୍କ ହତ୍ୟା ପରେ ଏପରି ଅଦଳ ବଦଳ ଦେଖିବାବାକୁ ମିଳିଛି ।

About:

Video Location : Sarasara

Duration : 00:40 mins

Date Time : February 9th 2023, 12:02:47 pm

Khabriya News App.