Khabriya News App.

Bailey Fry

Upload Video
Log out

ବଢୁଛି ଜଳକା ନଦୀର ଜଳସ୍ତର, ଦୁର୍ବଳ ନଦୀ ବନ୍ଧ ଯୋଗୁଁ ଚିନ୍ତାରେ ନଦୀ କୂଳିଆ ଗ୍ରାମବାସୀ

19 views
0Watchtime: 00:00 mins

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ,ନଦୀର ମଥାନୀ ଠାରେ ବିପଦ ସଂକେତ ୫,୫୦ ମିଟର ଥିବା ବେଳେ ସକାଳ ୬ଟା ସୁଧା ୫,୬୦ ମିଟରରେ ପ୍ରବାହିତ,ବର୍ଷା ଲାଗି ରହିଥିବା ସହ ଉପର ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟା ଆଶଂକା,ନଦୀବନ୍ଧ ଦୁର୍ବଳ ଥିବାରୁ ଚିନ୍ତାରେ ନଦୀକୁଳ ବାସୀ l

About:

Video Location : Mulidabag

Duration : 01:33 mins

Date Time : September 8th 2021, 6:30:06 am

Khabriya News App.