Khabriya News App.

Bailey Fry

Upload Video
Log out

କୁଚିଣ୍ଡା ଦରିଦ୍ର ପକ୍ଷାଘାତ ରୋଗୀଙ୍କୁ ଉଦ୍ଧାର କଲେ ମାରୱାଡି ଯୁବାମଞ୍ଚ ଏବଂ ପରିଚୟ ଅନୁଷ୍ଠାନ

52 views
5Watch Time: 0 sec

କୁଚିଣ୍ଡା ଏନଏସି ଅନ୍ତର୍ଗତ ୮ ନମ୍ବର ଓ୍ବାର୍ଡ ଘୋଷା ଗ୍ରାମର ରୁପାନନ୍ଦ କୁସୁମ ବୟସ ୬୫ କିଛିଦିନ ହେଲା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଘରେ ପଡ଼ିରହିଥିଲେ, ଏହି ଖବର ପାଇଁ କୁଚିଣ୍ଡା ମାରୱାଡି ଯୁବାମଞ୍ଚର ସଭାପତି ଅତୁଳ ଅଗ୍ରୱାଲ ୱାର୍ଡ ନମ୍ବର ୮ ଘୋଷାକୁ ଯାଇ ଉଦ୍ଧାର କରିଥିଲେ।

About:

Video Location : Kuchinda

Duration : 01:33 mins

Date Time : December 16th 2021, 4:47:19 pm

Khabriya News App.