Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବିଜେପି ପକ୍ଷରୁ ଏନଏସିରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

228 views
1Watch Time: 0 sec

କୁଚିଣ୍ଡା ଏନଏସିରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ବିଜେପି ପକ୍ଷରୁ ଏନଏସିର ୧୧ଟି ୱାର୍ଡର ଶତାଧିକ ପୁରୁଷ ମହିଳା ପୂର୍ତ୍ତ ଡାକ ବଙ୍ଗଳା ଠାରୁ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ୭ ଦଫା ସମ୍ବଳିତ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ।

About:

Video Location : Kuchinda

Duration : 01:33 mins

Date Time : September 14th 2021, 3:06:06 am

Khabriya News App.