Khabriya News App.

Bailey Fry

Upload Video
Log out

ଗୋ ମାଂସ ଚାଲାଣ ବେଳେ ଗ୍ରାମବାସୀ ଓ ବଜରଙ୍ଗ ଦଳ ଅଟକ ଯୁବକକୁ ପୋଲିସ ଜିମା ଦେଲେ ।

367 views
95% 2

ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବରି ପଡିଆ ନିକଟରେ ବରି ଅଞ୍ଚଳର ଶେକ କାଡିର ଗୋ ମାଂସ ନେଇ ଯାଉଥିବା ସମୟରେ ବଜରଙ୍ଗ ଦଳ ଓ ଗ୍ରାମବାସୀମାନେ ଅଟକ ରଖି ପୋଲିସ ଜିମା ଦେଇଛନ୍ତି ।

About:

Video Location : Markona

Duration : 01:33 mins

Date Time : August 24th 2021, 10:21:35 am

Khabriya News App.