Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବ୍ଲକ ଲାଡ ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଚାଇଲଡ ଲାଇନର ଖୋଲାମଞ୍ଚ କାର୍ଯ୍ୟକ୍ରମ

114 views
1Watch Time: 0 sec

କୁଚିଣ୍ଡା ବ୍ଲକର ଲାଡ଼ ଗ୍ରାମର ହରିଜନ ପଡ଼ାର ଅଙ୍ଗନବାଡ଼ି କେନ୍ଦ୍ର(୧) ଠାରେ ଚାଇଲଡ଼ ଲାଇନର ଖୋଲାମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଚାଇଲଡ଼ ଲାଇନ କର୍ମୀ ନାମାନୀ ହେମରମ ଖୋଲାମଞ୍ଚ କାର୍ଯ୍ୟକ୍ରମର ଉଦେଶ୍ୟ ଜ୍ଞାପନ କରିଥିଲେ ।

About:

Video Location : Sambalpur

Duration : 01:33 mins

Date Time : August 29th 2021, 4:15:06 pm

Khabriya News App.