Khabriya News App.

Bailey Fry

Upload Video
Log out

କୁଚିଣ୍ଡା-ଆମ ଆଦମୀ ପାର୍ଟିର ଦାବିପତ୍ର ପ୍ରଦାନ

38 views
1Watch Time: 0 sec

ବିଜୁଳି,ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ଅତ୍ୟଧିକ ଦରବୃଦ୍ଧି ପ୍ରତିବାଦରେ ଆମ ଆଦମୀ ପାର୍ଟି କୁଚିଣ୍ଡା ନିର୍ବାଚନ ମଣ୍ଡଳୀର କନଭେନର ଲିଙ୍କନ କିଣ୍ଡୋଙ୍କ ନେତୃତ୍ବରେ କର୍ମୀ ମାନେ ଏକ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

About:

Video Location : Kuchinda

Duration : 01:33 mins

Date Time : November 13th 2021, 4:12:07 pm

Khabriya News App.