Khabriya News App.

Bailey Fry

Upload Video
Log out

କୁଚିଣ୍ଡାରେ ପ୍ରଶାସନ ପକ୍ଷରୁ ମାସ୍କ ଚେକିଙ୍ଗ ଜୋରଦାର

56 views
3Watch Time: 0 sec

ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମାସ୍କ ଚେକିଙ୍ଗକୁ ଜୋରଦାର କରାଯାଇଛି।କରୋନାର ନୁଆ ଭାରିଆଣ୍ଟ ଓମିକ୍ରନ ଧିରେ ଧିରେ ବ୍ୟାପିବାରେ ଲାଗିଛି।ଏହାକୁ ଆଖି ଆଗରେ ରଖି ସ୍ଥାନିୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ଜନସାଧାରଣଙ୍କୁ ସଚେତନ କରାଯାଉଛି।

About:

Video Location : Kuchinda

Duration : 01:33 mins

Date Time : December 2nd 2021, 4:30:07 pm

Khabriya News App.