ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଆର୍ ଏମ ସି ଠାରେ ପଞ୍ଚାୟତ କଂଗ୍ରେସ ତରଫରୁ ଏକ କର୍ମକର୍ତ୍ତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କଂଗ୍ରେସ ଏ ଗୌରିଶ୍ୟମ ପଣ୍ଡା ଯୋଗ ଦେଇଥିଲେ ।
Video Location : Sonepur
Duration : 01:33 mins
Date Time : August 18th 2021, 3:21:05 pm