Khabriya News App.

Bailey Fry

Upload Video
Log out

ନିଆରା ଢଙ୍ଗରେ ପାଳନକଲେ ଶ୍ରୀରାମାନବମୀ ବୌଦ୍ଧ ଜିଲ୍ଲାର କଣ୍ଠିପଦର ଗ୍ରାମର ଯୁବକ ମାନେ,ବହୁ ଦିନରୁ ପରିତକ୍ତ ଅବସ୍ଥାରେ ପଡିଥିବା ପଞ୍ଚାୟତ କୂଅକୁ ଉଧାରକରି ବ୍ୟବହାର ଯୋଗ୍ୟ କଲେ

46 views
1Watch Time: 19 mins +

ଏପରି କାମ ପାଇଁ ଶ୍ରେୟ ଜିବ କଣ୍ଠିପଦର ଗ୍ରାମର ଶ୍ରୀ ବଳରାମ ପ୍ରଧାନଙ୍କୁ। ଶ୍ରୀ ପ୍ରଧାନ ବାହାର ରାଜ୍ୟ ପଞ୍ଜାବରେ ରୁହନ୍ତି ଗ୍ରାମକୁ ଜେବେବି ଆସନ୍ତି ଗ୍ରାମ ଯୁବକଙ୍କ ସହିତ ମିଶି ପ୍ରତିଦିନ ଏପରି ଗ୍ରାମରି ଉନ୍ନତି ଧାରଣ କାମରେ ଯୁବକଙ୍କୁ ଲଗାନ୍ତି । ଏପରି ପଦକ୍ଷପ ପ୍ରଶଂସନୀୟ ଅଟେ ।

About:

Video Location : Sarasara

Duration : 02:04 mins

Date Time : May 26th 2023, 5:27:20 am

Khabriya News App.