ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଅମରପାଲି ସ୍ଥିତ ବାହଲପଦର କେନ୍ଦୁପତ୍ର ରେଞ୍ଜ ର ବିଭିନ୍ନ ଗ୍ରାମରେ କେନ୍ଦୁପତ୍ରତୋଳା ଆରମ୍ଭ ହୋଇଯାଇଛି |ସକାଳୁ ରେଞ୍ଜ ପକ୍ଷରୁ ପତ୍ରତୋଳିବା ନେଇ ସୂଚନା ଦିଆଯାଇଥିଲା |ତୋଳାଳିମାନେ ଜଙ୍ଗଲ କୁ ଯାଇ ପତ୍ର ଆଣି ଘରେ କେରି ବାନ୍ଧି ଅପରାହ୍ନ ରେ ପତ୍ରଫଡି ରେ ପତ୍ରବିକ୍ରି କରିଥିଲେ
Video Location : India
Duration : 01:33 mins
Date Time : April 25th 2021, 2:52:59 am