Khabriya News App.

Bailey Fry

Upload Video
Log out

ବହଲପଦର କେନ୍ଦୁପତ୍ର ରେଞ୍ଜ ର ବିଭିନ୍ନ ଗ୍ରାମରେ କେନ୍ଦୁପତ୍ର ତୋଳା ଆରମ୍ଭ

81 views
1Watchtime: 00:00 mins

ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଅମରପାଲି ସ୍ଥିତ ବାହଲପଦର କେନ୍ଦୁପତ୍ର ରେଞ୍ଜ ର ବିଭିନ୍ନ ଗ୍ରାମରେ କେନ୍ଦୁପତ୍ରତୋଳା ଆରମ୍ଭ ହୋଇଯାଇଛି |ସକାଳୁ ରେଞ୍ଜ ପକ୍ଷରୁ ପତ୍ରତୋଳିବା ନେଇ ସୂଚନା ଦିଆଯାଇଥିଲା |ତୋଳାଳିମାନେ ଜଙ୍ଗଲ କୁ ଯାଇ ପତ୍ର ଆଣି ଘରେ କେରି ବାନ୍ଧି ଅପରାହ୍ନ ରେ ପତ୍ରଫଡି ରେ ପତ୍ରବିକ୍ରି କରିଥିଲେ

About:

Video Location : India

Duration : 01:33 mins

Date Time : April 25th 2021, 4:52:59 am

Khabriya News App.