Khabriya News App.

Bailey Fry

Upload Video
Log out

କୁଚିଣ୍ଡା ଏନଏସିର ଟାଉନହଲ ହଲ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୬୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ।

356 views
0Watch Time: 0 sec

କୁଚିଣ୍ଡା ଏନଏସି ଟାଉନହଲ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁଚିଣ୍ଡା ଏନଏସି ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡିଙ୍କ ସଭାପତିତ୍ବରେ ଅନୁଷ୍ଠିତ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥୀ ଭାବେ ସ୍ଥାନିୟ ବିଧାୟକ କିଶୋର ଚନ୍ଦ୍ର ନାଏକ,ସମ୍ମାନିତ ଅତିଥୀ ଭାବେ ଉପଜିଲ୍ଲାପାଳ ପବିତ୍ର ବେହେରା,ଏମପି ନୋମିନି ଶୁଶିଲ କୁମାର କର ଯୋଗଦେଇଥିଲେ। କୁଚିଣ୍ଡା ଏନଏସିରେ ବସବାସ କରୁଥିବା ୬୦ଜଣ ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ।

About:

Video Location : Kuchinda

Duration : 01:33 mins

Date Time : April 12th 2021, 7:47:49 am

Khabriya News App.