Khabriya News App.

Bailey Fry

Upload Video
Log out

ନବକିଶୋରପୁର ଆଦିଶକ୍ତି ଆଶ୍ରମରେ ନିମ୍ବ ଚାରା ରୋପଣ କଲା ନିମ୍ବ ପରିବାର।

15 views
0Watch Time: 0 sec

ଖୁଣ୍ଟା ବ୍ଲକ ଅଧିନ ନବକିଶୋରପୁର ସ୍ଥିତ ଆଦିଶକ୍ତି ଶ୍ରୀହରି ଭକ୍ତିଧାମ ଆଶ୍ରମରେ ନିମ୍ବ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଶ୍ରମର ପରିଚାଳକ ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର ବାରିକଙ୍କ ନିମନ୍ତ୍ରଣ କ୍ରମେ ନିମ୍ବ ପରିବାରର ସଦସ୍ୟ ଙ୍କ ଦ୍ଵାରା ଏହି ବୃକ୍ଷରୋପଣ ହୋଇଯାଇଛି।

About:

Video Location : Baripada

Duration : 01:33 mins

Date Time : October 9th 2022, 8:12:06 am

Khabriya News App.