Khabriya News App.

Bailey Fry

Upload Video
Log out

ଗୟଳମରା ଠାରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅନୁଷ୍ଠିତ।

13 views
1Watch Time: 35 sec

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ବାହାନଡା ପଞ୍ଚାୟତ ଅନ୍ତର୍ଗତ ଗୟଳମରା ଠାରେ ମହାବଳି ଯୁବକ ସଂଘ ଆନୁକୂଲ୍ୟରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ସାନନ୍ଧ ମାର୍ଣ୍ଡି, SDC ଅଧ୍ୟକ୍ଷ ଡ଼ଃ ଦେବାଶିଷ ମାର୍ଣ୍ଡି ଯୋଗଦେଲେ।

About:

Video Location : Baripada

Duration : 00:54 mins

Date Time : March 18th 2023, 11:27:40 am

Khabriya News App.