Khabriya News App.

Bailey Fry

Upload Video
Log out

କୁଚିଣ୍ଡା-ଜୁଜୁମରା ବ୍ଲକ ଝାଙ୍କରପାଲି ପଞ୍ଚାୟତର ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

62 views
2Watch Time: 0 sec

ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ ଝାଙ୍କର ପାଲି ପଞ୍ଚାୟତ ନିର୍ବାହୀ ଉଅଧିକାରୀ ଅଚ୍ୟୁତ ନନ୍ଦ ଖୁଣ୍ଟିଆଙ୍କ କୁଚିଣ୍ଡା ୨ ନମ୍ବର ଓ୍ବାର୍ଡ ନିଜ ବାସଭବନ, ନିଜ ପୈତୃକ ଘର ସୁବର୍ଣ୍ଣପାଲି, ଝାଙ୍କରପାଲି ପଞ୍ଚାୟତ ଅଫିସ ରେ ଭିଜିଲାନ୍ସ ଚଢ଼ାଉ।

About:

Video Location : Kuchinda

Duration : 01:33 mins

Date Time : December 6th 2021, 3:09:07 pm

Khabriya News App.