Khabriya News App.

Bailey Fry

Upload Video
Log out

କୁଚିଣ୍ଡା ବ୍ଲକ ତୁରେଇ ନିକ୍ତିମାଲ ଗ୍ରାମବାସୀ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

84 views
0Watch Time: 0 sec

କୁଚିଣ୍ଡା ବ୍ଲକ କୁନ୍ତରା ଗ୍ରାମ ପଞ୍ଚାୟତର ତୁରେଇ ନିକ୍ତିମାଲ ଗ୍ରାମରୁ ବାଙ୍କେ, ତୁରେଇ ନିକ୍ତିମାଲ ଗ୍ରାମରୁ ତୁରେଇ ଗ୍ରାମ,ତୁରେଇ ନିକ୍ତିମାଲ ଗ୍ରାମରୁ କାଇଁଶବାହାଳ ଗ୍ରାମକୁ ରାସ୍ତା ଖରାପ ଅଛି। ଫଳରେ ଗ୍ରାମବାସୀ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ବାରମ୍ବାର ପଞ୍ଚାୟତର ସରପଞ୍ଚ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କଲେ ବି କୌଣସି ସୁଫଳ ମିଳୁନାହିଁ। ଫଳରେ ଆଜି ଗ୍ରାମର ଚେରୁ ନାୟକ ବିଡିଓ ନିଶିପୁନମ ମିଞ୍ଜଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ଗ୍ରାମବାସୀ ରାସ୍ତାକାମ ଯଥାଶିଘ୍ର କଲେ ଗ୍ରାମବାସୀ ଉପକୃତ ହୋଇପାରିବେ ବୋଲି କହିଛନ୍ତି ।ଆସନ୍ତୁ ଗ୍ରାମର ଚେରୁ ନାୟକ କଣ କହିଛନ୍ତି

About:

Video Location : Kuchinda

Duration : 01:33 mins

Date Time : April 25th 2021, 7:12:37 am

Khabriya News App.