Khabriya News App.

Bailey Fry

Upload Video
Log out

କାନପୁର ରେ ପ୍ରତିଷ୍ଠିତ ଦେଵୀ ମା ମହେଶ୍ୱରୀ ଙ୍କ ନବକଳେବର ସମ୍ପର୍ଣ୍ଣ

103 views
1Watch Time: 0 sec

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପକଣ୍ଠ କାନପୁର ର ପ୍ରତିଷ୍ଠିତ ଦେବୀ ମା ମହେଶ୍ୱରୀ ଙ୍କ ବିଗ୍ରହ ପ୍ରତିଷ୍ଠା ଓ ନବକଳେବର ସମ୍ପର୍ଣ୍ଣ ହୋଇଯାଇଛି |ଏହି ଅବସରରେ କଳସ ସ୍ଥାପନ ସହ ପୂଜାର୍ଚନା କରାଯାଇ ଘଟ ପାରିବର୍ତ୍ତନ କରାଯାଇଥିଲା |ନବ ବିଗ୍ରହଙ୍କୁ ନେଇ ଗ୍ରାମ୍ୟ ପରିକ୍ରମା ପରେ ଗମ୍ଭୀରା ବିଜେ ହୋଇଥିଲେ |ସାୟମ୍ଭୁନାଥ ଖଣ୍ଡଗିରି ସପତ୍ନୀକ କର୍ତ୍ତା ଭାବେ କାର୍ଯ୍ୟ ତୁଲେଇ ଥିଲେ |କୋଭିଡ କଟକଣା ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଥିଲା

About:

Video Location : null

Duration : 01:33 mins

Date Time : April 25th 2021, 6:27:52 am

Khabriya News App.