Khabriya News App.

Bailey Fry

Upload Video
Log out

କୁଚିଣ୍ଡା ଏନଏସିର ବଡକିସାନ ପଡାର ଏକ ମହିଳା ବଜ୍ରାଘାତରେ ମୃତ

188 views
1Watch Time: 0 sec

କୁଚିଣ୍ଡା ଏନଏସିର ବଡକିସାନପଡାର ମହିଳା ଉଲାସ କେଛୁ ମଙ୍ଗଳବାର କ୍ଷେତକୁ କାମ କରିବାକୁ ଯାଇଥିବାବେଳେ ବଜ୍ରାଘାତରେ ମୃତ୍ଯୁବରଣ କରିଥିବା ଜଣାପଡିଛି।ସାଙ୍ଗେ ସାଙ୍ଗେ ପରିବାର ଲୋକ ଖବର ପାଇ ଉଲାସଙ୍କୁ କ୍ଷେତରୁ ଆଣି ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଡାକ୍ତରଖାନାକୁ ଆଣିଥିଲେ।ଡାକ୍ତର ମୃତ ଘୋଷଣା କରିଛନ୍ତି

About:

Video Location : Kuchinda

Duration : 01:33 mins

Date Time : August 24th 2021, 3:24:06 pm

Khabriya News App.