Khabriya News App.

Bailey Fry

Upload Video
Log out

ବାଲେଶ୍ଵର:ICAR-ସିଫା ଦ୍ୱାରା ମତ୍ସ୍ୟ ଚାଷୀଙ୍କୁ ମାଛ ଜାଆଂଳ ଓ ମାଛ ଖାଦ୍ୟ ବଣ୍ଟନ।

13 views
0Watch Time: 0 sec

ବାଲେଶ୍ଵର:ICAR-ସିଫା ଦ୍ୱାରା ମତ୍ସ୍ୟ ଚାଷୀଙ୍କୁ ମାଛ ଜାଆଂଳ ଓ ମାଛ ଖାଦ୍ୟ ବଣ୍ଟନ। ଏହି କାର୍ଯ୍ୟକ୍ରମକୁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।ଏଥିରେ ୫୦ ଜଣ ମାଛ ଚାଷୀଙ୍କୁ ମାଛ ଜାଆଁଳ ଓ ଖାଦ୍ୟ ବଣ୍ଟନ କରାଯାଇଛି।

About:

Video Location : Balasore

Duration : 01:33 mins

Date Time : August 21st 2021, 6:09:07 pm

Khabriya News App.