Khabriya News App.

Bailey Fry

Upload Video
Log out

କୁଚିଣ୍ଡା-କୁଚିଣ୍ଡା-ଫାସିମାଲ ରାସ୍ତାର ଟାଇଁସର ନାଳା ଉପରେ ପାଣି ପ୍ରବାହିତ ଯାତାୟତ ଠପ

41 views
2Watch Time: 4 mins +

-କୁଚିଣ୍ଡା ଉପଖଣ୍ଡରେ ଲଘୁଚାପ ଯୋଗୁଁ ଦୁଇ ତିନ ଦିନ ହେଲାଣି ପ୍ରବଳ ବର୍ଷା ହେଉଛି।ଫଳରେ କୁଚିଣ୍ଡାରୁ ଫାସିମାଲ ଯିବା ରାସ୍ତା ଶ୍ରଦ୍ଧାପାଲି-ଟାଇଁସର ରାସ୍ତାର ମଝିରେ ଥିବା ନାଲା ଉପରେ ପାଣି ପ୍ରବାହିତ ହେଉଛି।ଲୋକମାନେ ଯିବା ଆସିବା କରିପାରୁନାହାନ୍ତି।

About:

Video Location : କୁଚିଣ୍ଡା

Duration : 01:49 mins

Date Time : August 14th 2022, 4:02:19 pm

Khabriya News App.