ମଙ୍ଗଳବାର ଗୋକୁଳ ପାର୍ବତୀ ଗ୍ରାମ୍ୟ ମହାବିଦ୍ୟାଳୟ କୁନ୍ତରାରେ ଅଧ୍ୟକ୍ଷ ଦୁର୍ଯୋଧନ ମେହେରଙ୍କ ତତ୍ତ୍ଵାବଧାନରେ ଜାତୀୟ ସେବା ଯୋଜନା ତଥା ରେଡ଼କ୍ରସ ପକ୍ଷରୁ ୭୫ ତମ ସ୍ବାଧିନତା ଦିବସ ପୁର୍ତ୍ତି ଉପଲକ୍ଷେ ଫିଟ୍ ଇଣ୍ଡିଆ ରନ୍ ୨୦୦ମିଟର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
About:
Video Location : Kuchinda
Duration : 01:33 mins
Date Time : August 24th 2021, 3:27:08 pm