Khabriya News App.

Bailey Fry

Upload Video
Log out

ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ଙ୍କ ଖୁଣ୍ଟା ଓ ଗୋପବନ୍ଧୁନଗର ବ୍ଳକ ପରିଦର୍ଶନ।

8 views
1Watch Time: 0 sec

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଳକ ପରିଦର୍ଶନରେ ଆସିଛନ୍ତି ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ । ଏହି ଗସ୍ତ ସମୟରେ ଉଭୟ ବ୍ଲକ ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକ ର ପରିଦର୍ଶନ କରିଛନ୍ତି।

About:

Video Location : ଭାରତ

Duration : 01:33 mins

Date Time : November 4th 2022, 3:39:07 am

Khabriya News App.