ଖୁଣ୍ଟା ଥାନା ଅଧିନ ଡୁକୁରା ଖେଳ ପଡିଆରେ ବେଆଇନ ଭାବେ ଚାଲୁ ରହିଥିବା କୁକୁଡ଼ା ପଡ଼ା ଉପରେ ସ୍ଥାନୀୟ ପୋଲିସ ବିଭାଗ ଅତର୍କୀତ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ବ୍ୟକ୍ତି ଜଣକ ବଡ଼ସାହି ଥାନା ଅଧିନ ନିଶ୍ଚିନ୍ତପୁର ଗ୍ରାମର ଲମ୍ବେ ମୁର୍ମୁ ବୋଲି ଜଣାପଡିଛି।
Video Location : Baripada
Duration : 01:33 mins
Date Time : September 19th 2022, 8:09:09 pm