Khabriya News App.

Bailey Fry

Upload Video
Log out

ଡୁକୁରା ଖେଳ ପଡିଆ କୁକୁଡ଼ା ପଡ଼ା ରେ ପୋଲିସର ଚଢ଼ାଉ,ଜଣେ ଗିରଫ।

14 views
1Watchtime: 00:00 mins

ଖୁଣ୍ଟା ଥାନା ଅଧିନ ଡୁକୁରା ଖେଳ ପଡିଆରେ ବେଆଇନ ଭାବେ ଚାଲୁ ରହିଥିବା କୁକୁଡ଼ା ପଡ଼ା ଉପରେ ସ୍ଥାନୀୟ ପୋଲିସ ବିଭାଗ ଅତର୍କୀତ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାଯାଇଛି । ଗିରଫ ବ୍ୟକ୍ତି ଜଣକ ବଡ଼ସାହି ଥାନା ଅଧିନ ନିଶ୍ଚିନ୍ତପୁର ଗ୍ରାମର ଲମ୍ବେ ମୁର୍ମୁ ବୋଲି ଜଣାପଡିଛି।

About:

Video Location : Baripada

Duration : 01:33 mins

Date Time : September 19th 2022, 8:09:09 pm

Khabriya News App.