Khabriya News App.

Bailey Fry

Upload Video
Log out

ବାଲେଶ୍ୱର ଜିଲ୍ଲାର ୨୧୯ ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର,ତିନିଚକିଆ ସାଇକଲ ଓ 'ଶ୍ରବଣ ଯନ୍ତ୍ର' ପ୍ରଦାନ କରାଯିବା ନେଇ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ।

10 views
0Watch Time: 0 sec

ଡ଼ିସେମ୍ଵର ୨ତାରିଖରେ ବାଲେଶ୍ୱର ଓ ବସ୍ତାରେ ୨୧୯ ଦିବ୍ୟାଙ୍ଗଙ୍କୁ ୱିଲ ଚୌକି,ତିନିଚକିଆ ସାଇକଲ ଓ 'ଶ୍ରବଣ ଯନ୍ତ୍ର' ପ୍ରଦାନ କରାଯିବା ନେଇ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ।

About:

Video Location : Balasore

Duration : 00:49 mins

Date Time : November 30th 2022, 7:57:07 am

Khabriya News App.