Khabriya News App.

Bailey Fry

Upload Video
Log out

ଗୌଡ଼ଗାଡ଼ ରେ କରୋନା ସଚେତନତା ସହ ମାସ୍କ ବଣ୍ଟନ

119 views
2Watch Time: 0 sec

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ପଂଚାୟତ ର ଗୌଡ଼ଗାଡ଼ ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହାସହ ଅଙ୍ଗନୱାଡି କର୍ମୀ ବର୍ଷା ରାଣୀ ଦେହୁରୀ ଘର ଘର ଯାଇ ଲୋକଙ୍କୁ କରୋନା ରୁ ମୁକ୍ତ ରହିବାର ଉପାୟ ବତାଇବା ସହ ମାସ୍କ ବଣ୍ଟନ କରିଛନ୍ତି |

About:

Video Location : Amarpali

Duration : 01:33 mins

Date Time : July 10th 2021, 12:18:07 pm

Khabriya News App.