Khabriya News App.

Bailey Fry

Upload Video
Log out

ଆସନ୍ତା କାଲି କେନ୍ଦ୍ର ରେଳ ମନ୍ତ୍ରୀଙ୍କ ବଲାଙ୍ଗିର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଡୁଙ୍ଗୁରିପାଲି ର ଏକ ପ୍ରତିନିଧି ଦଳ ଭେଟ ହେବାର କାରଯ୍ୟକ୍ରମ ରହିଛି...

109 views
1Watch Time: 0 sec

ଆସନ୍ତା କାଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱୀନି ବୈଷ୍ଣବ ବଲାଙ୍ଗିର ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଫଳରେ ଡୁଙ୍ଗୁରିପାଲି ରେଳ ଷ୍ଟେଷନ ଠାର ଦୁରଗାମୀ ଓ ଦୃତଗାମୀ ରେଳ ରହଣି ଓ ରେଳ ବିଭାଗର ବିଭିନ୍ନ ସୁବିଧା ସୁଯୋଗ ପାଇଁ ଏକ ପ୍ରତିନିଧି ଦଳ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

About:

Video Location : Sonepur

Duration : 01:33 mins

Date Time : August 21st 2021, 11:12:05 am

Khabriya News App.