Khabriya News App.

Bailey Fry

Upload Video
Log out

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡରମା ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ ବିଜେପି କର୍ମୀ

99 views
2Watch Time: 0 sec

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାତରଅନ୍ତର ନୀତି, ଅନିୟମିତତା ଓ ଦୁର୍ନିତୀ ଅଭିଯୋଗ ନେଇ ଜମନକିରା ମଣ୍ଡଳ ବିଜେପି ପକ୍ଷରୁ ମଣ୍ଡଳ ସଭାପତି ଅମୋଘ ପାଣିଗ୍ରାହୀଙ୍କ ନେତୃରେ ପୂର୍ବତନ ବିଧାୟକ ରବିନାରାୟଣ ନାଏକ ଏବଂ କର୍ମୀମାନେ ବଡରମା ପଞ୍ଚାୟତ କାର୍ଯ୍ଯାଳୟକୁ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

About:

Video Location : Kuchinda

Duration : 01:33 mins

Date Time : August 20th 2021, 5:24:06 pm

Khabriya News App.