Khabriya News App.

Bailey Fry

Upload Video
Log out

ବିଜେପି ପକ୍ଷରୁ ଗୁଣ୍ଡୁରୁଚୁଆଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ

109 views
2Watch Time: 0 sec

ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଆଯାଉ ,ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉ, କୁଚିଣ୍ଡା ଉପଖଣ୍ଡକୁ ଆଦିବାସୀ ଜିଲ୍ଲା ଘୋଷଣାଆଦି ଦାବୀ ନେଇ ପୂର୍ବତନ ବିଧାୟକ ରବିନାରାୟଣ ନାଏକ ନେତୃତ୍ବରେ କର୍ମୀମାନେ ଗୁଣ୍ଡୁରୁଚୁଆଁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କଲେ।

About:

Video Location : Kuchinda

Duration : 01:33 mins

Date Time : August 28th 2021, 7:45:07 am

Khabriya News App.