Khabriya News App.

Bailey Fry

Upload Video
Log out

ଜମନକିରା ବ୍ଲକ ବନ୍ଧବାହାଲ ଗ୍ରାମରେ ରକ୍ତଦାନ ଶିବିର

245 views
1Watch Time: 0 sec

ଜମନକିରା ବ୍ଲକ କୁଲୁଣ୍ଡୀ ପଞ୍ଚାୟତ ବନ୍ଧବହାଲ ଗ୍ରାମରେ ମହା ଲକ୍ଷ୍ମୀ କ୍ଳବ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ଅତିଥି ଭାବରେ ବିଶିଷ୍ଟ ସମାଜସେବୀଓପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ଏବଂ ସମ୍ମାନୀତ ଅତିଥୀ ଭାବେ ସାମ୍ବାଦିକ ରତ୍ନାକର ଭୋଇ ଯୋଗ ଦେଇଥିଲେ

About:

Video Location : India

Duration : 01:33 mins

Date Time : September 19th 2021, 12:21:05 pm

Khabriya News App.