Khabriya News App.

Bailey Fry

Upload Video
Log out

ବର୍ଷା ରେ ଚାଷୀ ବେହାଲ।

36 views
1Watch Time: 0 sec

ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଖଣ୍ଡୁରୁ ଗ୍ରାମର ଚାଷୀ ଲଗାଣ ବର୍ଷା ଓ ବାତ୍ୟା ଜୱାଦ ର ପ୍ରଭାବରେ ଚାଷୀ ର ପରିସ୍ଥିତି ବେହାଲ।କେଉଁଠି ଚାଷୀ ଧାନ ଗଛକୁ ସଜାଡୁଛିତ କେଉଁଠି ଧାନ ଗଦା ରେ ପାଣି ପଶିବା ଭୟରେ ଚାଷୀ ଧାନ ଗଦାରେ ପାଲ ଘୋଡାଇବା ସହିତ ସେଠାରୁ ପାଣିକୁ ନିଷ୍କାସନ କରୁଥିବା ଦେଖିବାକୁ ମିଳିଛି।

About:

Video Location : Dungari

Duration : 01:33 mins

Date Time : December 5th 2021, 6:21:49 pm

Khabriya News App.