Khabriya News App.

Bailey Fry

Upload Video
Log out

ବାଲେଶ୍ୱର:ସିମୁଳିଆ ଥାନା ଅଧିନସ୍ଥ ଡୁଙ୍ଗୁରା ବଜାର ଠାରେ କିଓସ୍କ ବ୍ୟାଙ୍କ ମାଲିକଙ୍କ ଠାରୁ ଦୁର୍ବୁତ୍ତମାନେ ଲୁଟିନେଲେ ୯ଲକ୍ଷ ଟଙ୍କା।

65 views
1Watch Time: 30 sec

ବାଲେଶ୍ୱର:ସିମୁଳିଆ ଥାନା ଅଧିନସ୍ଥ ଡୁଙ୍ଗୁରା ବଜାର ଠାରେ କିଓସ୍କ ବ୍ୟାଙ୍କ ମାଲିକଙ୍କ ଠାରୁ ଦୁର୍ବୁତ୍ତମାନେ ଲୁଟିନେଲେ ୯ଲକ୍ଷ ଟଙ୍କା। ସକାଳ ୮.୩୦ ମି ସମୟରେ ୨ଟି ବାଇକରେ ଆସି ବନ୍ଧୁକ,ଭୁଜାଲି ଦେଖାଇ ଲୁଟିନେଇ ପଳାଇଗଲେ।ସିସିଟିଭି ଫୁଟେଜରୁ ଜଣକୁ ଚିହ୍ନଟ ହୋଇଥିବା ଜଣାପଡିଛି।

About:

Video Location : Mahatipur

Duration : 01:33 mins

Date Time : August 7th 2022, 11:13:36 am

Khabriya News App.