Khabriya News App.

Bailey Fry

Upload Video
Log out

କୁଚିଣ୍ଡା ତାରିଣୀଙ୍କ ପୀଠରେ ଆସନ୍ତାକାଲି ବାସନ୍ତିକ ନବରାତ୍ର ପୂଜା ଅନଷ୍ଠିତ ହେବ।

201 views
0Watch Time: 0 sec

କୁଚିଣ୍ଡା ତାରିଣୀଙ୍କ ମନ୍ଦିରରେ ଆସନ୍ତାକାଲି ବାସନ୍ତିକ ନବରାତ୍ର ପୂଜା ଅନଷ୍ଠିତ ହେବ। ଆଜି ମାଙ୍କର ଅଧବାସ ପୂଜା ହୋଇଯାଇଛି। ମହିଳାମାନେ ଭେଡେନ ନଦୀକୁ ଯାଇ ପୂଜକ ସେଠାରେ କଳସ ପୂଜା କରି ମାଙ୍କର ରିତିନିତି ଅନୁସାରେ ପୂଜାର୍ଚ୍ଚନା କଲା ପରେ ମହିଳା ମାନେ ମୁଣ୍ଡରେ କଳସ ଧରି ମା ତାରିଣୀଙ୍କ ପୀଠରେ ଘଟ ସ୍ଥାପନ କରିଥିଲେ। କୋଭିଡ ନିୟମ ପାଳନ କରି ଏହି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।ମା ତାରିଣୀଙ୍କ ନବରାତ୍ର ପୂଜା ୯ ଦିନ ଧରି ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

About:

Video Location : Kuchinda

Duration : 01:33 mins

Date Time : April 12th 2021, 2:47:47 pm

Khabriya News App.