Khabriya News App.

Bailey Fry

Upload Video
Log out

ଭଞ୍ଜବୀର ଯୁବକ ସଂଘ ପକ୍ଷରୁ ଗିରିଶ୍ଚନ୍ଦ୍ରପୁର ଠାରେ ଫୂଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ।

13 views
1Watch Time: 0 sec

ଗିରିଶ୍ଚନ୍ଦ୍ରପୁର ଠାରେ ଭଞ୍ଜବୀର ଯୁବକ ସଂଘ ଆନୁକୂଲ୍ୟରେ ଏକ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଉପବାଚସ୍ପତି ସାନନ୍ଧ ମାର୍ଣ୍ଡି,SDC ଅଧ୍ୟକ୍ଷ ଡ଼ଃ ଦେବାଶିଷ ମାର୍ଣ୍ଡି ଯୋଗ ଦେଇଥିଲେ।

About:

Video Location : Baripada

Duration : 01:33 mins

Date Time : October 4th 2022, 5:24:07 pm

Khabriya News App.