Bailey Fry
To view this video please enable JavaScript, and consider upgrading to a web browser thatsupports HTML5 video
କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଅନ୍ତର୍ଗତ ନାଗଡ଼ିହି ଗ୍ରାମ ରେ ଅବକାରି ବିଭାଗ ପକ୍ଷରୁ ଚଢାଉ କରି ବିପୁଲ ପରିମାଣର ମହୁଲ ଫୁଲ ଜବତ କରିଛନ୍ତି ଏବଂ ଜଣଙ୍କୁ ଗିରଫ କରିଛନ୍ତି।
Video Location : Kuchinda
Duration : 01:33 mins
Date Time : August 28th 2021, 7:33:06 am