Khabriya News App.

Bailey Fry

Upload Video
Log out

ସିମୁଳିଆ ନିର୍ବାଚନ ମଣ୍ଡଳୀର ବାଉରିପଦା ପଂଚାୟତର ବିଜେପିର ସାଂଗଠନିକ ଓ ମିଶ୍ରଣ ପର୍ଵ ଫ୍ଲାଇ ଆଶ ବ୍ରିକ୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

222 views
3Watch Time: 0 sec

ବାଲେଶ୍ବର ଜିଲ୍ଲା ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀର ବାଉରିପଦା ପଂଚାୟତର ବିଜେପିର ସାଂଗଠନିକ ଓ ମିଶ୍ରଣ ପର୍ଵ ମାର୍କୋଣାସ୍ଥିତ ୧୬ନଂ ଜାତୀୟ ରାଜପଥ ନିକଟରେ ଥିବା ଫ୍ଲାଇ ଆଶ ବ୍ରିକ୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

About:

Video Location : Balikana

Duration : 01:33 mins

Date Time : September 25th 2021, 6:45:05 am

Khabriya News App.